Ayurved

କେଶ ପାଇଁ ବରଦାନ ଅଁଳା

Indian Herb

ଲମ୍ବା ଓ ଘନ କେଶ ପ୍ରତି ଅଧିକାଂଶଙ୍କର ଦୁର୍ବଳତା । ତେବେ କେଶ ଝଡିବା ଆଜିର ସମୟରେ ଅଧିକାଂଶଙ୍କର  ଏକ ମୁଖ୍ୟ ସମସ୍ୟା । କେଶର ଘନତ୍ଵ ପାଇଁ ମହୌଷଧି ଫଳ ହେଉଛି ଅଁଳା । ଆଣ୍ଟିଆକ୍ସିଡାଣ୍ଟ  ଓ ଭିଟାମିନ ସି’ ଭରପୂର ଅଁଳା ନିୟମିତ ଖାଇଲେ ଅକାଳ କେଶ ପାଚିବ। ସମସ୍ୟା ଓ କେଶ ଝଡା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥାଏ ।

  1. ପ୍ରତିଦିନ ସକାଳୁ ଖଳିପେଟରେ ଗୋଟିଏ  କିମ୍ବା ଦୁଇଟି ଅଁଳା ଖାଇଲେ ତାହାର ଉତ୍ତମ ପ୍ରଭାବ ଉଭୟ କେଶ – ତ୍ଵଚା ଉପରେ ପଡେ ।

  2. ଏହ।  ସହ ଅଁଳାକୁ  ଗୁଣ୍ଡ କରି ତାହାକୁ କେଶମୂଳରେ  ଲଗାଇଲେ ମଧ୍ୟ ତାହା ଘନତ୍ଵ ବଢାଇଥାଏ ।

  3. ଅଁଳା ଗୁଣ୍ଡ ୧ ଚାମଚ ଉଷୁମ ପାଣି ସହ ସେବନ କାଲେ ମଧ୍ୟ କେଶର  ବିଭିନ୍ନ ସମସ୍ୟା ଦୂର ହେଉଥିବାର ବିଶେଷଜ୍ଞଙ୍କ  ମତ ।

  4. ଅଁଳା ଗୁଣ୍ଡ ୨ ଚାମଚରେ ଶୁଦ୍ଧ ନଡିଆ ତେଲ ମିଶାଇ କେଶରେ ଲଗାଇଲେ ରୁପି ସମସ୍ୟା ଦୂର ହୁଏ ।

  5. ଏହାର ମିଶ୍ରଣ କେଶରେ ଲଗାଇଲେ ତାହା ଉତ୍ତମ କଣ୍ଡିସନର ଭାବେ କମ କରେ ।

  6. ନିୟମିତ ଭାବେ ୩ – ୪ ମାସ ଅଁଳା ଫଳ ଖାଇବା ଦ୍ଵାରା ତାହାର ପ୍ରଭାବ କେଶ ଉପରେ ପଡିଥାଏ ।

Video

Pabitra Promo

Yoga & its benefits